mo prema saswata - humane sagar lyrics
ମୁଁ ତୋ ଟେ ଆଜିବି ତୋ ଦିଲ୍ ଦିୱାନା
ଦୁରେଇଲୁ ମୋ ଠାରୁ କାହିଁ ଜାଣେନା
ମୁଁ ତୋ ଟେ ଆଜିବି ତୋ ଦିଲ୍ ଦିୱାନା
ଦୁରେଇଲୁ ମୋ ଠାରୁ କାହିଁ ଜାଣେନା
ଯେବେଦେଖି ଡରିବୁ ତୁ କାଚ ଆଇନା
ମୁହିଁ ଥିବି ତୋ ରାସ୍ତାର ଶେଷ ଠିକଣା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
କଥା ଥିଲା ଆମ, ଜିଇଁବାନି କେବେ
ଦୁହେଁ ଦୁହିଁଙ୍କର ବିନା
ମନେପଡେ ମୋର ସେଇ କଥା ଆଜି
ଭୂଲିଗଲୁ ତୁ ସିନା
କଥାଥିଲା ଆମ, ଜିଇଁବାନି କେବେ
ଦୁହେଁ ଦୁହିଁଙ୍କର ବିନା
ମନେପଡେ ମୋର ସେଇ କଥା ଆଜି
ଭୂଲିଗଲୁ ତୁ ସିନା
ମନେ ତୋର ଭରିଗଲା କାହିଁ ଛଳନା
ଅଧାବାଟେ ଛାଡ଼ି ମୋତେ ଦେଲୁ ମୋତେ ଯନ୍ତ୍ରଣା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
କେହି ଯଦି କେବେ ତୋ ହୃଦୟ ଭାଙ୍ଗି
ଦେଇଦେଵ ତୋତେ ଧୋକା
ଫେରି ଆସିବୁ ତୁ ପାଖକୁ ମୋର
ଯିଇଁ ବୁନି ଜମା ଏକା
କେହି ଯଦି କେବେ ତୋ ହୃଦୟ ଭାଙ୍ଗି
ଦେଇଦେଵ ତୋତେ ଧୋକା
ଫେରି ଆସିବୁ ତୁ ପାଖକୁ ମୋର
ଯିଇଁ ବୁନି ଜମା ଏକା
ମୋତେ ଯାହା କହୁ ପଛେ ଏଇ जमाना
ମୁଁ ଅଟେ ଆଜି ବି ତୋ ଦିଲ୍ ଦିୱାନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
Random Song Lyrics :
- tum agar yuhi nazren by nusrat fateh ali khan - nusrat fateh ali khan lyrics
- #butterfly - skretch lyrics
- trapzik mumbaï - makala lyrics
- amid the labyrinth - limbo (swe) lyrics
- i'm a mess - body language lyrics
- no diggity - rooster (rock) lyrics
- honestly - weakened friends lyrics
- eu tiro onda - c4bal lyrics
- pierwszy stopień zagrożenia - zipera lyrics
- nicolas hulot flex - leo roi lyrics